ମହୌଷଧୀ
ଦେଖଣା
ମହୌଷଧୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହାନ୍+ଓଷଧି; ଧୀ)
[ସମ୍ପାଦନା]- ୧. ରାତ୍ରି କାଳରେ ଦୀପ୍ତିଶୀଳ ତୃଣଲତାଦି —୧. Creepers and plants emitting light in the night.
- ୨. ଦୂର୍ବା —୨. The dooba grass.
- ୩. ବ୍ରାହ୍ମୀ; ଶ୍ୱେତକଣ୍ଟାକାରୀ; ହିଲମୋଚିକା; କଟୁକା — ୩. Name of different herbarious plants.
- ୪. ଅତିବିଷା; ମହୁରା —୪. Aconite.