Jump to content

ମାଂସଭୁକ୍

ଉଇକିଅଭିଧାନ‌ରୁ

ମାଂସଭୁକ୍

ଉଚ୍ଚାରଣ

[ସମ୍ପାଦନା]

(ମାଂସ ଭୋଜୀ—ଅନ୍ୟରୂପ)

(ମାଂସଭକ୍ଷ; ମାଂସ ଭକ୍ଷକ,ମାଂସ ଭକ୍ଷୀ—ଅନ୍ୟରୂପ)

ମାଂସ ଭକ୍ଷା, ମାଂସ ଭକ୍ଷିକା, ମାଂସ ଭୋଜୀନୀ,ମାଂସ ଭକ୍ଷିଣୀ —ସ୍ତ୍ରୀ

=== ସଂସ୍କୃତ - ବିଶେଷଣ - (ମାଂସ+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ୧ମା. ୧ବ)

ମାଂସଖାଦକ; ଯେଉଁ ଜୀବ ମାଂସ ଭକ୍ଷଣ କରେ ମାଂସାଦ, ମାଂସାଶୀ —Carnivorous; flesh-eating; meat-eating.