Jump to content

ମାଂସାଳ

ଉଇକିଅଭିଧାନ‌ରୁ

ମାଂସାଳ

ଉଚ୍ଚାରଣ

[ସମ୍ପାଦନା]
(ମାଂସଳା—ସ୍ତ୍ରୀ) 

[ମାଂସଳତା(ତ୍ୱ)—ବିଶେଷ୍ୟ]

  • (file)

ସଂସ୍କୃତ - ବିଣ, ପୁଂ—(ମାଂସ+ଅଛି ଅର୍ଥରେ ଳ)

[ସମ୍ପାଦନା]
୧. ମାଂସ— ବିଶିଷ୍ଟ; ମାଉଁସିଆ —୧. Fleshy.
୨. ସ୍ଥୂଳକାୟ ପୁଷ୍ପ; ମୋଟା —୨. Corpulent; fat,