ମାଂସ ପେଶୀ
ଦେଖଣା
ମାଂସ ପେଶୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ଶରୀରର ମାଂସପିଣ୍ଡମାନଙ୍କୁ ପରସ୍ପର ବାନ୍ଧବା ମାଂସର ସୂତା —Muscle.
[ଦ୍ରଷ୍ଟବ୍ୟ — ଆଧୁନିକ ଦେହବିଜ୍ଞାନ ମତରେ ମାନବ ଦେହରେ ସର୍ବ ସମେତ ୫୧୯: ମାଂସ ପେଶୀ ଅଛି ତହିଁମଧ୍ୟରୁ ହସ୍ତ ଦ୍ୱୟରେ ୨, କୋଷ୍ଠଦେଶରେ ୬୬: ; ଗ୍ରୀବା ଓ ତାହାର ଊର୍ଦ୍ଧରେ ଅର୍ଥାତ୍ ମସ୍ତକରେ ୩୪: ଗୋଟି ଶିରା ,ସ୍ନାୟୁ, ଅସ୍ଥି, ପର୍ବ ଓ ସନ୍ଧିସମୂହ ମାଂସପେଶୀଦ୍ୱାରା ଆବୃତ ହେବାରୁ ବଳବାନ୍ ଓ କାର୍ଯ୍ୟକ୍ଷମ ହୁଏ]