Jump to content

ମାଂସ ବିକ୍ରୟୀ

ଉଇକିଅଭିଧାନ‌ରୁ

ମାଂସ ବିକ୍ରୟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଯେ ମାଂସ ବିକ୍ରୟ କରେ; କଂସେଇ — ୧. Meat- seller; butcher.
୨. ଧନ ଲୋଭରେ ନିଜର କନ୍ୟା ବିକ୍ରୟକାରୀ ବ୍ୟକ୍ତି (ହିନ୍ଦୀ - ଶ) —୨. One who sells his daugter to a bridgroom for money.