Jump to content

ମାଂସ ବୃଦ୍ଧି

ଉଇକିଅଭିଧାନ‌ରୁ

ମାଂସ ବୃଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଦେହସ୍ଥ ମାଂସର ବୃଦ୍ଧି— (ଯଥା— ଗୋଦତ; ଆବୁ; ଗଳଗଣ୍ଡ) — ୧. Increase of the flish in the body.
୨. ଘଣ୍ଟାରେ ବା କ୍ଷତରେ ଛତୁ ପରି ମାଂସ ବଢ଼ିଯିବା — ୨. Proud flesh; a fungus like growth of flesh in a wound.
୩. ଅଣ୍ଡକୋଷର ମାଂସବୃଦ୍ଧି — ୩. Scrotal tumour.