ମାଂସ ରସ
ଦେଖଣା
ମାଂସ ରସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବୈଦ୍ୟକ)
[ସମ୍ପାଦନା]- ୧. ବୈଦ୍ୟ ଶାସ୍ତ୍ର ନିର୍ଦ୍ଦେଶମତେ ପାକ କରାଯାଇ ମାଂସରୁ ପ୍ରସ୍ତୁତ ଏକ ପ୍ରକାର ରସ — ୧. A kind of medicinal soup of meat.
[ଦ୍ରଷ୍ଟବ୍ୟ — କୌଣସି ଔଷଧ ମିଶାଇ ମାଂସରସ ପ୍ରସ୍ତୁତ କରିବାକୁ ହେଲେ, ଏକ ଭାଗ ଉକ୍ତ ଦ୍ରବ୍ୟ, ଦୁଇଭାଗ ମାଂସ ଏକତ୍ର ସମୁଦାୟର ଦୁଇଗୁଣ ଜଳରେ ପାକ କରି ଚାରିଭାଗରୁ ଏକ ଭାଗ ଜଳ ଅବଶିଷ୍ଟ ରଖି ଛାଣିବ ପରେ ଏଥିରେ ଘିଅ ଓ ଲବଣ ସଂଯୋଗ କରି ସଂସ୍କାର କରିବା ଦ୍ରବ୍ୟଗୁଣ କଳ୍ପଦ୍ରୁମ]
- ୨. ସୋରିଅ; ମାଂସ ସିଦ୍ଧ କରା ଯାଇଥିବା ଝୋଳ —୨. Meat soup.
- ୩. (ଆଧୁନିକ) ଦେହର ପୁଷ୍ଟି ନିମନ୍ତେ ବ୍ୟବହୃତ କଞ୍ଚା ମାଂସ ଚୁପୁଡ଼ା ହୋଇ ତହିଁରୁ ବାହାରିବା ରସ — ୩. Meat juice; liquid pressed out of raw meat.