Jump to content

ମାଂସ ସାର

ଉଇକିଅଭିଧାନ‌ରୁ

ମାଂସ ସାର

ଉଚ୍ଚାରଣ

[ସମ୍ପାଦନା]
(ମାଂସସାରା—ସ୍ତ୍ରୀ) 

ସଂସ୍କୃତ - ବି(୬ଷ୍ଠୀ ତତ୍)

[ସମ୍ପାଦନା]

ଶରୀରର ଅନ୍ତର୍ଗତ ମେଦ ନାମକ ଧାତୁ(ହିନ୍ଦୀ - ଶ) —Marrow.

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ହୃଷ୍ଟପୃଷ୍ଟ —Corpulent.