ମାଆଲକ୍ଷ୍ମୀ
ଦେଖଣା
ମାଆଲକ୍ଷ୍ମୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଆଲକ୍ଷ୍ମୀ
|
ମାଆ (ହା)ଲକ୍ଷ୍ମୀ (ଖୀଁ)ମାଆ (ହା) ଲକ୍ଖୀଁଗ୍ରାମ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାଲକ୍ଷ୍ମୀ)
[ସମ୍ପାଦନା]ମହାଲକ୍ଷ୍ମୀ (ଦେଖ) - — Mahālakshmī (See)
ଦେଶଜ - ଅ
[ସମ୍ପାଦନା]ଆପଣାର କନ୍ୟା, ବଧୁ ଓ ଭ୍ରାତୃବଧୂଙ୍କ ସ୍ନେହ— ସମ୍ୱୋଧନ —A term of endearment used to daughter-in-law and younger brother's wife.