ମାଆଳି
କେଉଟମାନଙ୍କର ବଂଶୋପାଧି ବିଶେଷ — A family title of fishermen.
[ଦ୍ରଷ୍ଟବ୍ୟ —ସମ୍ଭବତଃ ଜାହାଜର ମାହାଳ ବା Deckରୁ ଏ ଉପାଧି ଆସିଅଛି, ଯେଉଁମାନେ ଜାହାଜର ମାହାଳରେ କାମ କରନ୍ତି]