Jump to content

ମାଆ ଗୋସେଇଁ

ଉଇକିଅଭିଧାନ‌ରୁ

ମାଆ ଗୋସେଇଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

କଥାପ୍ରସଙ୍ଗରେ ଓ ପତ୍ର ଆଦିରେ ମାତାଙ୍କ ପ୍ରତି ପ୍ରଯୁକ୍ତ ସମ୍ମାନସୂଚକ ବାକ୍ୟ —A term of respectful address to one's mother, in the course of conversation or in a letter.