Jump to content

ମାଆ ଝିଅ

ଉଇକିଅଭିଧାନ‌ରୁ

ମାଆ ଝିଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆପେକ୍ଷିକ ସହଚର ଶଦ୍ଦ; ମାତା+ଦୁହିତା)

[ସମ୍ପାଦନା]

ମାତା ଓ କନ୍ୟା —Mother and daughter.

[ଉ—ମାଆ ଝିଅ ଜିହେଁ ଦେଉଳକୁ ଗଲେ, ଯେଝା ଶୁଭ ଯେ ମନାସିଲେ—ତଗ ]