Jump to content

ମାଆ ମାଆରେ

ଉଇକିଅଭିଧାନ‌ରୁ

ମାଆ ମାଆରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଶିଶୁ ବଚନ)

[ସମ୍ପାଦନା]

ମାତାଙ୍କୁ ପୁତ୍ରର ସମ୍ୱୋଧନ; ହେ ମାତଃ ? —Oh mother ?.

(ଉ—ମାଆ ମାଆରେ ? ପାଠପଢ଼ା ବଡ଼ ଦୁଃଖ୍ ହାତ୍ ଗୋଡ଼ ଦୁଇ ଲାଗଇରେ, ପଶ୍ଚାନ୍ତେ ବଡ଼ ସୁଖ୍—ଶିଶୁ ଗୀତ)