ମାଆ ସାଆନ୍ତାଣୀ
ଦେଖଣା
ମାଆ ସାଆନ୍ତାଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୃହକର୍ତ୍ତ୍ରୀଙ୍କ ପ୍ରତି ଭୃତ୍ୟାଦିଙ୍କର ସମ୍ମାନଜନକ ଉକ୍ତି —୧. A term used for and in addressing the lady of the house.
- ୨. କନ୍ୟା ପ୍ରତି ମାତାଙ୍କର ସସ୍ନେହ ଉକ୍ତି —୨. A term of endearment used to one's daughter.
[ ଉ—ମାଆ ସାଆନ୍ତୀଣୀ ରାଣୀ ଦେଇଥେବି ଗଡ଼ମାଳିଆ ଘରେ, ଗଉଡ଼ ବୋହିବେ ପାଣି—ଢଗ]
- ୩. ଦେବୀଙ୍କୁ ସମ୍ୱୋଧନ — ୩. Address to a Goddess.