ମାଇତି
ଦେଖଣା
ମାଇତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଇତି
|
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]- ୧. ମାହିଷ୍ୟ ଓ କୈବର୍ତ୍ତଙ୍କ ବଂଶୋପାଧି ବିଶେଷ —୧. A family title of Māhishyaj and fishermen in Midnapur.
[ଦ୍ରଷ୍ଟବ୍ୟ— ଚୈତନ୍ୟ ଚରିତାମୃତରେ 'ମହାନ୍ତି' ଅର୍ଥାତ୍ କରଣ ଜାତି ଅର୍ଥରେ 'ମାଇତି' ଶଦ୍ଦ ବ୍ୟବହୃତ ହୋଇଅଛି]