Jump to content

ମାଇନ

ଉଇକିଅଭିଧାନ‌ରୁ

ମାଇନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାନ୍ୟ)

[ସମ୍ପାଦନା]
୧. ସ୍ତ୍ରୀମାତଙ୍କର ପୁରୁଷଙ୍କ ଆଗରେ ବା ସର୍ବସାଧାରଣରେ ବା ଗୁରୁଜନଙ୍କ ପ୍ରତି ସମ୍ମାନ ଦେଖାଇବା ଚିହ୍ନିସ୍ୱରୂପ ସେମାନଙ୍କ ସାମନାକୁ ନ ଆସିବା; ସଂଭ୍ରମ; ମାନନା —୧. Modesty shown by females in the public or in the society of males and before their elders; observance of purda by remales.
୨. ମାନ୍ୟ; ମର୍ଯ୍ୟାଦା —୨. Respect.
୩. ସଦାଚାର— ନିୟମ —୩. Rules of etiquette.
୪. ଗୁରୁଜନଙ୍କ ପ୍ରତି ବାଳକମାନଙ୍କର ପ୍ରଦର୍ଶିତ ସଂଭ୍ରମ —୪. Respect shown to elders by youngsters.