Jump to content

ମାଇନର୍

ଉଇକିଅଭିଧାନ‌ରୁ

ମାଇନର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ନାବାଲଗ ପିଲା —୧. A minor boy or girl.
୨. ଗଭର୍ଣ୍ଣମେଣ୍ଟଙ୍କ ପ୍ରବର୍ତ୍ତିତ ପ୍ରାଥମିକ ଶିକ୍ଷାର ପରବର୍ତ୍ତୀମାନ; ମଧ୍ୟ— ଇଂରାଜି —୨. Middle English or Minor.
standard of secondaty education approved by the Education Department of the Government.

[ଦ୍ରଷ୍ଟବ୍ୟ —ଉଚ୍ଛ ପ୍ରାଇମେରୀ ପରୀକ୍ଷାରେ ପାଶ୍ କରି ଯେଉଁମାନେ କେବଳ 'ମାତୃଭାଷା'ରେ ଉଚ୍ଚତର ଶିକ୍ଷା ପାଆନ୍ତି ସେମାନେ ଭର୍ଣ୍ଣାକୁଲ୍ର୍ (Vernacular) ଓ ଯୋଉଁମାନେ ତହିଁ ସଙ୍ଗେ ଇଂରାଜି ଶିକ୍ଷା କରନ୍ତି ସେମାନେ ମାଇନର୍ (Minor or Middle English) ପଢ଼ନ୍ତି ]