Jump to content

ମାଇନର୍ ସ୍କୁଲ

ଉଇକିଅଭିଧାନ‌ରୁ

ମାଇନର୍ ସ୍କୁଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଯେଉଁ ବିଦ୍ୟାଳୟରେ 'ମାଇନର୍' ମାନ ପର୍ଯ୍ୟନ୍ତ ବିଦ୍ୟାଶିକ୍ଷା ଦିଆଯାଏ; 'ମଧ୍ୟ—ଇଂରାଜି' ବା 'ମିଡ଼ଲ୍ ଇଂଗ୍ମିସ୍' ବିଦ୍ୟାଳୟ —Middle English or Minor School.

[ଦ୍ରଷ୍ଟବ୍ୟ —ଏହିପରି 'ମାଇନର' ଶବ୍ଦ ସଙ୍ଗେ ବୃତ୍ତି, ପରୀକ୍ଷା, ପାଶ୍, ଫେଲ୍, କ୍ଳାସ୍, ଷ୍ଟାଣ୍ଡାର୍ଡ, ସାର୍ଟିଫିକେଟ୍ ଆଦି ଶଦ୍ଦ ଯୋଗ କରାଯାଇ ଓଡ଼ିଆ ଭାଷାରେ ଶଦ୍ଦମାନ ବ୍ୟବହାର କରାଯାଏ ]