Jump to content

ମାଇନା

ଉଇକିଅଭିଧାନ‌ରୁ

ମାଇନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ଫାରାସୀ - ମାଆଏନାହ୍)—ଉତ୍ତମରୂପେ ପରୀକ୍ଷା କରିବା —୧. Thorough examination.

[ଉ—ପ୍ରଥମ ଦିନରେ ଦୁଇଜଣ ଚୌକିଦାର ହମରାଏ ଲାସ୍ ମାଇନା ସକାଶେ କଟକ ଚାଲାଣ ଦିଆଗଲା ଫକୀରମୋହନ ଛମାଣ ଆଠଗୁଣ୍ଠ ]

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶିବ୍ଦ ପରେ ମଧ୍ୟ ବ୍ୟବହୃତ ହୁଏ; ଯଥା—ଡାକ୍ତରମାଇନା; ଲାସ୍ ମାଇନା; ସରଜମିନ ମାଇନା]

୨. (ଫାରାସୀ - ମହୀନା)—ମାସିକ ଦରମା —୨. Monthly salary.