Jump to content

ମାଇପକଥା

ଉଇକିଅଭିଧାନ‌ରୁ

ମାଇପକଥା

ଉଚ୍ଚାରଣ

[ସମ୍ପାଦନା]

[ମାଇପ(ପି)କୁହା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ତ୍ରୀର ଉପଦେଶ —୧. Wife's advcice.

[ଉ—ମାଇପୀ କଥା, ପାଣି ବାରତା, ୟା ନ ଶୁଣିବ କାନେ ଢଗ ]

୨. ସ୍ତ୍ରୀର ଅନୁରୋଧ — ୨. Wife's request.
୩. ସ୍ତ୍ରୀ ଜନୋଚିତ କଳା ବା କର୍ମ ବା ବିଷୟ —୩. Words or acts or art befitting a female.