Jump to content

ମାଇପରଣ୍ଡା

ଉଇକିଅଭିଧାନ‌ରୁ

ମାଇପରଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାଇପ [ପୀ] ରାଣ୍ଡି [ଣ୍ଡୁ]ଆ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - ଓ . ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ମୃତଦାର — ୧. Widower.
୨. (ଗାଳି) ଯେଉଁ ପୁରୁଷ ବଞ୍ଚି ଥାଉଁ ଥାଉଁ ତାର ଭାର୍ଯ୍ୟା ବିଧବା ପରି ନିରାଶ୍ରୟା ହୋଇ ଚଳେ —୨. A person whose wife's condition is as helpess as that of a widow.