ମାଇପୀକଥା
ଦେଖଣା
ମାଇପୀକଥା
ଉଚ୍ଚାରଣ
[ସମ୍ପାଦନା][ମାଇପ(ପି)କୁହା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ମାଇପୀକଥା
|
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ତ୍ରୀର ଉପଦେଶ —୧. Wife's advcice.
[ଉ—ମାଇପୀ କଥା, ପାଣି ବାରତା, ୟା ନ ଶୁଣିବ କାନେ ଢଗ ]
- ୨. ସ୍ତ୍ରୀର ଅନୁରୋଧ — ୨. Wife's request.
- ୩. ସ୍ତ୍ରୀ ଜନୋଚିତ କଳା ବା କର୍ମ ବା ବିଷୟ —୩. Words or acts or art befitting a female.