ମାଇପୀ କଥା
ଦେଖଣା
ମାଇପୀ କଥା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଇପୀ କଥା
|
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ତ୍ରୀଲୋକଙ୍କ ମଧ୍ୟରେ କଥାଭାଷା — ୧. Conversation amongst females.
- ୨. ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା; ହେବାର ଯୋଗ୍ୟ ବିଷୟ — ୨. Minor matter which is fit for discussion amongst females,
- ୩. (ଲକ୍ଷଣାର୍ଥ) ଅତ୍ୟନ୍ତ ନିରର୍ଥକ ବା ନିଷ୍କ୍ରୟୋଜନ କଥା — ୩. (figura tive) Useless talk.
- ୪. ସ୍ତ୍ରୀଜନୋଚିତ ବାକ୍ୟ ବା ବିଷୟ —୪. Any speech or matter befit ting a female.
- ୫. ଭାର୍ଯ୍ୟାର ଆଦେଶ —୫. One's wife's order.