Jump to content

ମାଇପୀ ସୁଆଗିଆ

ଉଇକିଅଭିଧାନ‌ରୁ

ମାଇପୀ ସୁଆଗିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମାଇପ ସୁହା [ଆ] ଗୀ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - ଫୁ

[ସମ୍ପାଦନା]
୧. ଯେ ଆପଣା ସ୍ତ୍ରୀ ପ୍ରତି ଅତିରିକ୍ତ ଆଦର ଦେଖାଏ — ୧. Doting on or showing excessive fondness for one's wife.
୨. ଯାହାର ନିଜକୁ ସ୍ତ୍ରୀ ଅତ୍ୟଧିକ ଆଦର ଦେଖାଏ —୨. Excessively fondled by one's own wife.