ମାଇମୁହାଁ
ଦେଖଣା
ମାଇମୁହାଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଇମୁହାଁ
|
ଦେଶଜ - ବିଶେଷ୍ୟ - ଫୁ
[ସମ୍ପାଦନା]- ୧. ସ୍ତ୍ରୀଲୋକ ପରି ସୌମ୍ୟମୁଖବିଶିଷ୍ଟ — ୧. (male) Having a womanly face.
- ୨. ସ୍ତ୍ରୈଣ; ମାଇଚା —୨. Effeminate.
- ୩. ସ୍ତ୍ରୀଙ୍କ ପରି ଭୀରୁ —୩. Timid like a woman.
- ୪. ସ୍ତ୍ରୀଙ୍କ ପରି ଲାଜୁଆ; ଲାଜକୁଳା; ଲଜ୍ଜାଶୀଳ — ୪. Modest; coy (like A woman) ; bashful.