ମାଇଲା
ଦେଖଣା
ମାଇଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଇଲା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମାରିଥିବା (ବ୍ୟକ୍ତି) —୧. (One) Who has beaten.
- ୨. ମାରୁଥିବା —୨. Beating.
ଦେଶଜ - କ୍ରି.
[ସମ୍ପାଦନା]ମାରିବା ଧାତୁର ଅତୀତକାଳ (ଅନାଦରାର୍ଥକ; ତୃତୀୟ ପୁରୁଷ, ଏକ ବଚନ; 'ସେ' କର୍ତ୍ତା ସଙ୍ଗେ ସଙ୍ଗେ ବ୍ୟାବ— ହୃତ ମାରିଲାରେ ବିକଳ୍ପ ରୂପ) —A form of (he) beat. [ଦ୍ରଷ୍ଟବ୍ୟ — ଅଇଲା ତଳେ ଟୀକା ଦେଖ]