ମାଇଲି ଖୁଣ୍ଟି
ଦେଖଣା
ମାଇଲି ଖୁଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଇଲି ଖୁଣ୍ଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସଡ଼କରେ ମାଇଲ ସଂଖ୍ୟା ଲେଖା ହୋଇ ଥିବା ଦୁରତ୍ୱଜ୍ଞାପକ ପଥର ଖୁଣ୍ଟ Mile stone.
[ଦ୍ରଷ୍ଟବ୍ୟ — ଏହା ସଡ଼କ ପାଖରେ ପ୍ରତି ମାଇଲ୍ ଶେଷରେ ପୋତା ହୋଇଥାଏ ଓ ଏଥିର ଭିନ୍ନ ଭିନ୍ନ ଦିଗରେ ଥିବା ସ୍ଥାନମାନ ଏହି ଖୁଣ୍ଟଠାରୁ କେତେ ଦୂରରେ ଅବସ୍ଥିତ ତାହା ଲେଖାଥାଏ]