ମାଈ ଗଛ
ଦେଖଣା
ମାଈ ଗଛ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଈ ଗଛ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଗଛରେ ଫଳ ଧରେ —A fruit-bearing tree.
[ଦ୍ରଷ୍ଟବ୍ୟ — କେତେକ ଜାତିର ଗଛ ଓ ଲତାରେ କେବଳ ଫୁଲ ଧରେ, କିନ୍ତୁ ଫଳ ଧରେ ନାହିଁ ଓ କେତେକ ଗଛରେ ଫୁଲ ଧରି ଫଳ ଧରେ ଶେଷୋକ୍ତ ଗଛକୁ ମାରି ଗଛ ବୋଲାଯାଏ]