ମାଈ ଦୁଧ
ଦେଖଣା
ମାଈ ଦୁଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଈ ଦୁଧ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାତୃ+ଦୁଗ୍ଧ)
[ସମ୍ପାଦନା]- ୧. ସ୍ତୀସନ୍ତାନ ଜନ୍ମ କରିଥିବା ମାତାର ଦୁଗ୍ଧ —୧. The milk of a mother when she has given birth to a female child.
[ଦ୍ରଷ୍ଟବ୍ୟ — ଶିଶୁମାନଙ୍କ ଔଷଧ ଦେବା ପାଇଁ କେତେକ ଔଷଧକୁ ମାଈ ଦୁଧ ସଙ୍ଗେ ଗୋଳି କରି ଦେବାକୁ ହୁଏ କେତେକ ନେତ୍ର ରୋଗରେ ମଧ୍ୟ ମାଈ ଦୁଧ ପକାଇବାକୁ ହୁଏ]
- ୨. ସ୍ତ୍ରୀ ସ୍ତନରୁ ଉତ୍ପନ୍ନ ଦୁଧ —୨. Milk from a woman's breast.