ମାଈ ନୁହେଁ କି ଗାଈ ନୁହେଁ
ଅନ୍ୟନ୍ତ ନିଷ୍ପପଟ; ନିରୀହ; ଯେ ସହଜରେ ସବୁ କଥାରେ ମଙ୍ଗିଯାଏ —Very innocent; pliable.
[ଉ— ବୁଢ଼ାଟାମାଈ ନୁହେଁ କି ଗାଈ ନୁହେଁ କନ୍ତଳାକୁମାରୀ ନଅତୁଣ୍ଡୀ]