ମାଈ ଫୁଲ
ଦେଖଣା
ମାଈ ଫୁଲ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବୃକ୍ଷଲତାର ଯେଉଁ ଫୁଲରେ ଫଳ ଧରେ — Flowers which bring forth fruits.
(ଅଣ୍ଡିରା ଫୁଲ—ବିପରୀତ)
ଅନୁବାଦ
[ସମ୍ପାଦନା]ମାଈ ଫୁଲ
. bqe* ହିନ୍ଦୀ: स्त्रीपुष्प |
[ଦ୍ରଷ୍ଟବ୍ୟ — କଖାରୁ; ଲାଉ, କାକୁଡ଼ି , ଜହ୍ନି କାଙ୍କଡ଼ ପ୍ରଭୁତି ଗଛରେ ଦୁଇ ପ୍ରକାର ଫୁଲ ଧରେ ଏକପ୍ରକାର ଅଣ୍ଡିରା ବା ଖାଲି ଓ ଅନ୍ୟଟି ଫଳ ସଂହିତ ସଂଲଗ୍ନ୍ ଫୁଲ ବା ମାଈ ଫୁଲ ପ୍ରଥମ ପ୍ରକାର ଫୁଲ ଫୁଟି ଅଳ୍ପ ସମୟ ପରେ ଝଡ଼ିପଡ଼େ]