Jump to content

ମାଉସୀ ମା

ଉଇକିଅଭିଧାନ‌ରୁ

ମାଉସୀ ମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ପିତାଙ୍କ ମାଉସୀ —୧. The mother's sister of one's father
୨. ମାଉସୀ; ମାଆଙ୍କ ଭଉଣୀ —୨. Mother's sister.

(ଦ୍ର— ଜଗନ୍ନାଥଙ୍କ ମାଉସୀ ମା—ଏହା ବଡ଼ଦାଣ୍ଡର ପୂର୍ବପାଖରେ ଥିବା ଗୋଟିଏ ଠାକୁରାଣୀଙ୍କ ଲୋକପ୍ରଚଳିତ ନାମ ଜଗନ୍ନାଥ ରଥଯାତ୍ରା ସମୟରେ ବଡ଼ଦାଣ୍ତରେ ଯିବାବେଳେ ଏହିଠାରେ ରଥ ଅଟକା ଯାଇ ଜଗନ୍ନାଥଙ୍କୁ ପୋଡ଼ପିଠା ଭୋଗ ଲଗାଯାଏ]

===ପ୍ରାଦେଶିକ - (ସମ୍ୱଲପୁର)

ଧାତ୍ରୀ; ଉପମାତା —One's foster-mother.