ମାଉସୀ ଶାଶୁ
(ମଉସା ଶଶୁର; ମଉସାଶୁର— ପୁଂ)
ଆପଣାର ସ୍ୱାମୀଙ୍କର ବା ସ୍ତ୍ରୀଙ୍କର ମାଉସୀ — The sister of one's mother-in-law.