Jump to content

ମାଏ

ଉଇକିଅଭିଧାନ‌ରୁ

ମାଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବଚନ) ମାତାମାନେ —୧. Mothers
୨. (ଏକବଚନ; ସମ୍ମାନାର୍ଥେ ବହୁବଚନ ରୂପ) ମାତା — ୨. Mother.

[ଉ— ଛାଟ ଧରି ମାଏ ବହୁତ ଗଞ୍ଜେ— ଭକ୍ତଚରଣ ମଥୁରାମଙ୍ଗଳ]

୩. (ସମ୍ୱୋଧନ)ହେ ମାତଃ — ୩. O mother!

ବୈଦେଶିକ - ଅ. (ଫାରାସୀ - ମୟ)

[ସମ୍ପାଦନା]

ମଏ; ସହିତ; ଏକତ୍ରରେ —Together; in all