Jump to content

ମାଏଝୀ

ଉଇକିଅଭିଧାନ‌ରୁ

ମାଏଝୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତି) ବିଶେଷ୍ୟ -

[ସମ୍ପାଦନା]
୧. ମାଇପି— ଲୋକ; ସ୍ତ୍ରୀ ବ୍ୟକ୍ତି —୧. A woman; a female folk.
୨. ସ୍ତ୍ରୀ ଜାତି —୨. The female- kind.
୩. ବାଳିକା —୩. A girl.