ମାଏନା
ଦେଖଣା
ମାଏନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ମାଆଏନାହ୍)—ଉତ୍ତମରୂପେ ପରୀକ୍ଷା କରିବା —୧. Thorough examination.
[ଉ—ପ୍ରଥମ ଦିନରେ ଦୁଇଜଣ ଚୌକିଦାର ହମରାଏ ଲାସ୍ ମାଇନା ସକାଶେ କଟକ ଚାଲାଣ ଦିଆଗଲା ଫକୀରମୋହନ ଛମାଣ ଆଠଗୁଣ୍ଠ ]
[ଦ୍ରଷ୍ଟବ୍ୟ —ଏହି ଶଦ୍ଦ ଅନ୍ୟ ଶିଦ୍ଦ ପରେ ମଧ୍ୟ ବ୍ୟବହୃତ ହୁଏ; ଯଥା—ଡାକ୍ତରମାଇନା; ଲାସ୍ ମାଇନା; ସରଜମିନ ମାଇନା]
- ୨. (ଫାରାସୀ - ମହୀନା)—ମାସିକ ଦରମା —୨. Monthly salary.