Jump to content

ମାକଡ଼ ମୁହାଁ

ଉଇକିଅଭିଧାନ‌ରୁ

ମାକଡ଼ ମୁହାଁ

ଉଚ୍ଚାରଣ

[ସମ୍ପାଦନା]
(ମାକଡ଼[ଡ଼ୀ]ମୁହୀଁ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ମର୍କଟ+ମୁଖ)

[ସମ୍ପାଦନା]

ମର୍କଟବଦନ; ଅସୁନ୍ଦର ମୁହଁ —Ape-faced.