Jump to content

ମାକନ୍ଦ

ଉଇକିଅଭିଧାନ‌ରୁ

ମାକନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମା=ଲକ୍ଷ୍ମୀ; ସୌନ୍ଦର୍ଯ୍ୟ+କନ୍ଦ=ମୂଳ)

[ସମ୍ପାଦନା]
୧. ଆମ୍ର ବୃକ୍ଷ; ଆମ୍ୱଗଛ —୧. Mango tree.
୨. ଆମ୍ୱ ଫଳ —୨. Mango fruit.
୩. ଚନ୍ଦନ ବୃକ୍ଷ — ୩. Sandal wood tree.