ମାକୁ
ଦେଖଣା
ମାକୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାକୁ
|
ଅନୁବାଦ
[ସମ୍ପାଦନା]ମ ଧୋଟେ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଲ୍ଲିକା=ଆପ୍ତେ)
[ସମ୍ପାଦନା]ତନ୍ତର ଲୁଗା ବୁଣିବା ପାଇଁ ବ୍ୟବହୃତ ଯନ୍ତ୍ରବିଶେଷ —Weaver's shuttle.
[ଦ୍ରଷ୍ଟବ୍ୟ —ଏହା ପ୍ରାୟ ଏକଫୁଟ ଲମ୍ୱ କାଠ ଏହାର ଦୁଇମୁଣ୍ଡ ମୁନିଆ ଓ ଭିତର ଫମ୍ପା ଓ ଉକ୍ତ ଫମ୍ପା ମଧ୍ୟରେ ଘରା ଥାଏ; ସେହି ଘରା ମଧ୍ୟରେ ଭରଣୀ ସୂତା ଗୁଡ଼ା ହୋଇଥିବା କଣ୍ଡା ଖଞ୍ଜା ହୁଏ ଓ ସେ କଣ୍ଡାରୁ ସୂତାଖିଆ ଏହି ମାକୁର ଗୋଟିଏ ଛିଦ୍ରବାଟେ ବାହାରକୁ ବାହାରି ଥାଏ]
- ୨. ମାଖୁ (ଦେଖ) - —୨. Mākhu (See)