ମାକୁଡ଼ିଆ
ଦେଖଣା
ମାକୁଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ମାକ[କି, କୁ, କେ] ଡ଼ୀ, ମାଙ୍କ[ଙ୍କି, ଙ୍କୁ, ଙ୍କେ]ଡ଼ୀସ୍ତ୍ରୀ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ବାନ୍ଦରା ମର୍କଟ ପରି ଅସୁନ୍ଦର ଓ କ୍ଷୀଣକାୟ — ୧. Haggard; (a person) having an ugly face and lean body like those of a monkey.
- ୨. ରୋଗ ଆଦି କୌଣସି କାରଣରୁ ବିକୃତ ହୋଇଥିବା (ଫଳ) — ୨. (fruit) Deformed owing to soime disease.
ଅନୁବାଦ
[ସମ୍ପାଦନା]ମାକୁଡ଼ିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେ ମାକଡ଼ ନଚାଇ ପେଟ ପୋଷେ —୧. A person who earns his living by making a tame ape dance.
- ୨. ଯେଉଁ ଅନାର୍ଯ୍ୟ ଲୋକେ ମାକଡ଼ ମାରନ୍ତି ଓ ମାକଡ଼ ମାଉଂସ ଖାଆନ୍ତି —୨. A class of aboriginal tribes who kill monkeys and eat their meat.