ମାକେନ୍ଦି
ଦେଖଣା
ମାକେନ୍ଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢାକ୍କାରେ—ଚାପଲି
ଦେଶଜ - ବିଶେଷ୍ୟ - (ତୁଳ. ଇଂରାଜୀ - ମାକ୍କେରେଲ୍)
[ସମ୍ପାଦନା]ଏକପ୍ରକାର ଛୋଟ କାକି ମାଛ —Chotoessus Mauminna; a kind of thin and small scaly fresh-water fish (୩ inches long like dollar fish).
[ଦ୍ରଷ୍ଟବ୍ୟ —ଏମାନେ ୬\୭: ଆଙ୍ଗୁଳରୁ ବେଶୀ ବଢ଼ନ୍ତି ନାହିଁ ଏମାନଙ୍କର ପିଠିର ବର୍ଣ୍ଣ ଖଇରା ଓ ପେଟ ଧଳା ଗଢ଼ଣ ଇଂଲିଶି ମାଛ ପରି ପତଳା ଏମାନେ ମଧୁର ପାଣିରେ ଥାଆନ୍ତି]