Jump to content

ମାକେରି

ଉଇକିଅଭିଧାନ‌ରୁ

ମାକେରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚାଳଘରର ଗୁଜ ଓ ଶେଣୀ ମଧ୍ୟରେ ଲାଗିଥିବା କାଠଖଣ୍ଡ —A piece of wood placed between the wall-plate and the hanging pin of a thatched house.

[ଉ—ଅମାକେରି ଅପାଚେରି ବଢ଼ାଇଛି ପରେ—ପ୍ରାଚ. ବ୍ରହ୍ମନିରୁପଣଗୀତା]