ମାକ୍ଷୀକ
ଦେଖଣା
ମାକ୍ଷୀକ
ଉଚ୍ଚାରଣ
[ସମ୍ପାଦନା](ମାକ୍ଷି[କ୍ଷୀ]କୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମକ୍ଷିକା+ଅ)
[ସମ୍ପାଦନା]- ୧. ମଧୁ; ମହୁ —୧. Honey.
- ୨. ତାରମାକ୍ଷିକ ଓ ସ୍ୱର୍ଣ୍ଣମାକ୍ଷିକ ନାମକ ଉପଧାତୁ —୨. Iron pyrites.
- ୩. ବାଘରା ମହୁ ମାଛିଙ୍କ ସଞ୍ଚିତ ମଧୁ —୩. Honey gathered by big bess.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ମକ୍ଷକା ସମ୍ୱନ୍ଧୀୟ — ୧. Relating to fleas.
- ୨. ମଧୁମକ୍ଷିକା ସମ୍ୱନ୍ଧୀୟ — ୨. Relating to bees.