ମାଖନା
ଦେଖଣା
ମାଖନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଖନା
|
ଅନୁବାଦ
[ସମ୍ପାଦନା]ମାଖନା
|
ମ. ମଖାଣେ ଗୁ. ମଖାନା |
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମତ୍ୱୁଣ୍)
[ସମ୍ପାଦନା]ଶଶ୍ରୁହୀନ (ପୁରୁଷ) — (a male) Having no mustaches or beard on the chins or hair on the breast.
ବିଶେଷ୍ୟ -
[ସମ୍ପାଦନା]- ୧. ମୂହଁରେ ଓ ଛାତିରେ ବାଳ ନ ଥିବା ପୁରୁଷ —୧. A beardless person having no hair on the breast also.
(ଉ—ମାଖୁନାକକୁ ଦଶ ତୁଠରେ ଛାଡ଼ ନାହିଁ—ଢଗ)
- ୨. (ସଂସ୍କୃତ - ମାକଳା) ଅଜାତଦନ୍ତ ବାଙ୍ଗପରା ହାତୀ —୨. A dwarfish male elephant without tusks.
- ୩. (ସଂସ୍କୃତ - ମଖାନ୍ନ) ତାଳମାଖାନା ନାମକ ଜଳଜଳତାଫଳ; କଣ୍ଟା ପଦ୍ମ —୩. Euryali; Ferox.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ପଦ୍ମବୀଜ ସଦୃଶ ଗୁଣବିଶିଷ୍ଟ; ଏହା ପୋଖରୀମାନଙ୍କରେ ଜନ୍ମେ; ଏଥିର ଦେହରେ କଣ୍ଟା ଅଛି; ପତ୍ର ପ୍ରାୟ ଗୋଲ; ପାଣିରେ ଏଥିର ଫୁଲ ଅଂଶତଃ ବୁଡ଼ିଥାଏ ଏଥିର ମଞ୍ଜି ପଦ୍ମ ମଞ୍ଜି ପରି ଓ କଳା ମଞ୍ଜିକୁ ଭାଜିଲେ ତାହା ଖଇ ପରି ଫୁଟେ ଓ ଖାଇବାକୁ ଖଇ ପରି ସୁସ୍ୱାଦୁ]