ମାଖରା
ଦେଖଣା
ମାଖରା
ଉଚ୍ଚାରଣ
[ସମ୍ପାଦନା][ମାଖ (ଖେ)—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ମାଖରା
|
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ—(ସଂସ୍କୃତ - ରୁକ୍ଷ)
[ସମ୍ପାଦନା]- ୧. ନୁଖୁରା; ଯାହା ତୈଳଲିପ୍ତ ନୁହେଁ —୧. Not oiled.
(ଯଥା—ମାଖରାବାଳ, ମାଖରା ମୁଣ୍ଡ)
- ୨. ଅସ୍ମିଗ୍ଧ; ଅମସୃଣ —୨. Not glossy.
- ୩. ଶୁଖିଲା —୩. Dry.
- ୪. (ଲକ୍ଷଣାର୍ଥ) କପର୍ଦ୍ଦଶୂନ୍ୟ —୪. (figurative) Penniless.