ମାଖରା ମୁଣ୍ଡା
(ମାଖରାମୁଣ୍ଡୀ; ମାଖରା ମୁଣ୍ଡେରି—ସ୍ତ୍ରୀ)
(ମଖରା ମୁଣ୍ଡିଆ—ଅନ୍ୟରୂପ)
ଯାହାର ମୁଣ୍ଡରେ ବା ମୁଣ୍ଡର କେଶର ତେଲ ଲାଗି ନ ଥାଏ; ରୁକ୍ଷକେଶ — Not having one's head or hair oiled.