Jump to content

ମାଖୁ

ଉଇକିଅଭିଧାନ‌ରୁ

ମାଖୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

କଉଡ଼ି ଖେଲରେ କଉଡ଼ି ମୁହଁ ମାଡ଼ି ପଡ଼ିବା —The state of a cowrie falling on the ground with its ventral side down (in the game of cowries).

ବିଶେଷଣ -

[ସମ୍ପାଦନା]

ଭୂଇଁରେ ଉକୁଡ଼ି ବା ମୂହଁମାଡ଼ି ପଡ଼ିଥିବା (କଉଡ଼ି) — (cowrie) falling from the hand of the player with its ventral side down.