ମାଖୁଲୁ
କଉଡ଼ି ଖେଳରେ ସବୁଯାକ କଉଡ଼ି ମାଖକ ବା ମୁହଁ ମାଡ଼ି ହୋଇ ପଡ଼ିବା — The throw in the game of cowries resulting in all the cowries falling on the ground with their ventral sides down.