ମାଗଣା
ଦେଖଣା
ମାଗଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ମାର୍ଗଣ)
[ସମ୍ପାଦନା]ଯାଚଞ୍ଚାଦ୍ୱାରା; ଅର୍ଥାତ୍ ବିନା ମୂଲ୍ୟରେ ପ୍ରାପ୍ତ; ମାହାଳିଆ; ଫୋଟକ; ବିନା ଅର୍ଥରେ ପ୍ରାପ୍ତ — (anything) Got gratis; gratuious.
କ୍ରି.ବିଶେଷଣ -
[ସମ୍ପାଦନା]ମୂଲ୍ୟ ନ ଦେଇ; ବିନା ମୂଲ୍ୟରେ —Gratis.
[ଦ୍ରଷ୍ଟବ୍ୟ —ମାଗଣୁ ମହର୍ଗ—ଢଗ ବା ନ୍ୟାୟ ଯେଉଁ ପଦାର୍ଥ ବିନା ମୂଲ୍ୟରେ ମିଳେ, ତାହା ମହର୍ଗ ହେଲା ବୋଲି ବିଚାର କରିବା ଲୋକ ପ୍ରତି ଏହି ଢ଼ଗ ବୋଲାଯାଏ]