ମାଗଣା କଥା
ଦେଖଣା
ମାଗଣା କଥା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୂଲ୍ୟହୀନ ବାକ୍ୟ —୧. Valueless words.
- ୨. ଅପ୍ରାର୍ଥିତପୂର୍ବ ଉପଦେଶ; ଅଯାଚିତ ଉପଦେଶ —୨. Gratuitous advice; advice given without being asked for it.
- ୩. ଯେଉଁ ଉପଦେଶ ପାଇ ଉଦଦେଶଗ୍ରାହୀକୁ କିଛି ଅର୍ଥ ଦେବାକୁ ପଡ଼େ ନାହିଁ —୩. Advice foor getting which one has-not to pay anything.